Duration 3:50

କାକଟପୁରରେ ବିଜେପି ପକ୍ଷରୁ ଧାରଣା । Kakatpur

7 watched
0
0
Published 14 Sep 2020

୧୪.୯.୨୦୨୦ (ଉ.ମି) କାକଟପୁର :- କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କୁ ଧମକ ଘଟଣାରେ ବିଜେପି ପକ୍ଷରୁ ବାଇକି ଶୋଭାଯାତ୍ରା ଓ କାକଟପୁର ଥାନା ସମୁଖରେ ଧାରଣା।କାକଟପୁର ମଙ୍ଗଳା କଲେଜର ଅଧକ୍ଷଙ୍କୁ ଧମକ ଦେବା ଘଟଣା କୁ ନେଇ, କାକଟପୁର ବିଜେପି ୪ଦିନ ହେଲା ବ୍ଲକ ଅଧକ୍ଷ ସ୍ୱାଧୀନ ନାୟକଙ୍କ ଗିରଫ ଦାବି ସହ କାକଟପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଯୁବ କ୍ରୀଡା ମନ୍ତ୍ରୀ ତୁସରକାନ୍ତି ବେହେରାଙ୍କ ବହିଷ୍କାର ଦାବି ।କିନ୍ତୁ ଏପଯ୍ୟନ୍ତ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ଓ ବିଧାୟକ ତାଙ୍କ ପତିକ୍ରିୟା ରଖିନାହାନ୍ତି ।ବିଜେପି ର ଆଗ ଧାଡି ର ତୁଙ୍ଗ ନେତା ମାନଙ୍କର ଯୋଗଦାନ । ପୁରୀ ଜିଲ୍ଲା ସଭାପତି ଅଶ୍ରିତ୍ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଧୁ ମହାପାତ୍ର ,ବିଜେପି ନେତ୍ରି ପ୍ରଭାତୀ ପରିଡା ପ୍ରମୁଖ ଏହି ଗଣ ଧାରଣାରେ ସାମିଲ ହୋଇଛନ୍ତି । ପ୍ରଥମେ ଅଭିଯୋଗ ଫର୍ଦରେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୃଷାରକାନ୍ତି ବେହେରାଙ୍କ ନାମ ଥିଲା ବେଳେ ସେ କିପରି କଟିଲା ଓ ବ୍ଲକ ଅଧ୍ୟକ୍ଷ ସ୍ବାଧିନ ନାୟକ ଆଜି ପର୍ଯ୍ୟନ୍ତ କାହିକି ଗିରଫ ହୋଇନାହାନ୍ତି ବୋଲି ବିଜେପିର ତୁଙ୍ଗନେତା ପ୍ରଶ୍ନ କରିଛନ୍ତି ।କଲେଜ ଅଧ୍ୟକ୍ଷଙ୍କୁ ନ୍ୟାୟ ଦେବାପାଇଁ ବିଜେପି ପକ୍ଷରୁ ଧାରଣା ଜାରିରହିବ ବୋଲି ବିଜେପି ନେତା ସୁଚନା ଦେଇଛନ୍ତି ।ପରେ କାକଟପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି । ୭ ଦିନ ଭିତରେ ଯଦି ପୋଲିସ କିଛି ପଦକ୍ଷପ ଗ୍ରହଣ ନକରେ ତେବେ ଆଗାମି ଦିନରେ ଆନ୍ଦୋଳନ ରାଜ୍ୟ ସ୍ତରୀୟ ତୀବ୍ର କରାଯିବ ବୋଲି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ କହିଛନ୍ତି ।

Category

Show more

Comments - 0